Monday , January 24 2022
Breaking News
Home / ବିଶେଷ / ଉଦ୍ୟୌଗୀ ବିକାଶ ସଚେତନତା ଓ ପ୍ରଶିକ୍ଷଣ ଶିଵିର

ଉଦ୍ୟୌଗୀ ବିକାଶ ସଚେତନତା ଓ ପ୍ରଶିକ୍ଷଣ ଶିଵିର

କଟକ ସଦର, ୦୮/୦୯/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଫକିରପଡା ବରୁଣେଇ ପାଠାଗାର ସଭା ଗୃହରେ ବିଶ୍ୱଭାରତୀ ଜନସେଵା ଟ୍ରଷ୍ଟ ଆନୁକୂଲ୍ୟରେ ଉଦ୍ୟୌଗୀ ବିକାଶ ଓ ୧୨ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ବୁଧବାର ଦିନ ଉଦ୍ଘାଟିତ ହୋଇଯାଇଛି। ଏହିଅଵସରେ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରାଙ୍କ ପରିଚାଳନାରେ ଏକ ସଚେତନତା ସଭାରେ କଟକ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ପରିଚାଳକ ପ୍ରତାପ କୁମାର ସେଠୀ, ଜିଲ୍ଲା ଶିଳ୍ପ ପର୍ୟ୍ୟବେକ୍ଷକ ତ୍ରିଲୋଚନ ବେହେରା,ସଦର ବ୍ଲକ ଶିଳ୍ପ ବିକାଶ ଅଧିକାରିଣୀ ନମିତା ମିଶ୍ର, ପୂର୍ବତନ ଉପ ଶିଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ସାହୁ, ପାଠାଗାର ସଭାପତି, କ୍ରିଡାଵିତ ପୂର୍ଣ୍ଣଚନ୍ଦ୍ର  ସ୍ୱ।ଇଁ ଯୋଗ ଦେଇଥିଲେ। ଆସନ୍ତା କାଲିଠାରୁ ୧୨ ଦିନ ଯାଏ ପ୍ରଶିକ୍ଷଣ ଦିଆଯିଵା ସହ ଉଦଯାପନୀ ଦିବସରେ ପ୍ରଶିକ୍ଷାର୍ଥୀଙ୍କୁ  ସାର୍ଟିଫିକେଟ ପ୍ରଦାନ କରାଯିଵ ବୋଲି ଟ୍ରଷ୍ଟ ର ଅଧ୍ୟକ୍ଷ ନୃସିଂହ ଚରଣ ବେହେରା ଙ୍କ ଠାରୁ ଜଣାଯାଇଛି।ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *