Sunday , November 28 2021
Home / ବିଶେଷ / ଆନ୍ଧ୍ର ପ୍ରଦେଶର ପୁର୍ବତନ ଵିଧାୟକ  ଚୌଦ୍ୱ।ର ଜେଲ୍ ରେ

ଆନ୍ଧ୍ର ପ୍ରଦେଶର ପୁର୍ବତନ ଵିଧାୟକ  ଚୌଦ୍ୱ।ର ଜେଲ୍ ରେ

କଟକ ସଦର, ୦୮/୦୯/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ଏମ୍ ଭି ପ୍ରସାଦ ରାଜ୍ୟରେ ୱେଲଫେୟାର ଗୃପ୍ ଅଫ୍ କମ୍ପାନି ଖୋଲି ଲୋକଙ୍କ ଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ( ଇଓଡଵ୍ଲ୍ୟୁ )ନିକଟରେ ହୋଇଥିଲା । ଏଥିପାଇଁ କ୍ରାଇମବ୍ରାଞ୍ଚ ପ୍ରସାଦ ଙ୍କୁ ଆନ୍ଧ୍ର ପ୍ରଦେଶରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିଵାରୁ ତାଙ୍କୁ ଚୌଦ୍ୱ।ର ଜେଲକୁ ପଠାଇ ଦିଆଯାଇଛି। ଆସନ୍ତା ସୋମବାର ଦିନ ଜାମିନ ଉପରେ ଶୁଣାଣି ହେବ ବୋଲି ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ପଥରକଣୀ ମନ୍ଦିର ପରିସରରେ ଶନିବାର କେନ୍ଦ୍ରାପଡାର ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀମାନଙ୍କର …

Leave a Reply

Your email address will not be published. Required fields are marked *