Monday , December 6 2021
Breaking News
Home / ବିଶେଷ / ଅଜଣା ମୃତଦେହ ଉଦ୍ଧାର

ଅଜଣା ମୃତଦେହ ଉଦ୍ଧାର

ପାରାଦୀପ ୦୮/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନେହେରୁବଙ୍ଗଳା ସ୍ଥିତ ପଥରବନ୍ଧ ନିକଟରୁ ବୁଧବାର ଦିନ ଏକ ଅଜଣା ମୃତ ଦେହ ଉଦ୍ଧାର ହୋଇଛି । ଘଟଣାରୁ ପ୍ରକାଶ ଯେ ବୁଧବାର ସକାଳେ ପଥରବନ୍ଧ ନିକଟରେ ଏକ ମୃତଦେହ ପଡିଥିବା ସ୍ଥାନୀୟ ଲୋକମାନେ ଦେଖି ପାରାଦୀପ ମେରାଇନ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖା ହେବା ବେଳକୁ ମୃତକଙ୍କ ପରିଚୟ ମିଳିନଥିବା ଥାନାଧିକାରୀ କିଶୋର ତରାଇ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *