Tuesday , December 7 2021
Breaking News
Home / ବିଶେଷ / ରଟିଲୋ ମହାନଦୀ ପଠା ଉଛେଦ ସ୍ଥଳ ବୁଧବାର ସନ୍ଧ୍ୟାରୁ ପୋଲିସ ଛାଉଣୀରେ ପରିଣତ

ରଟିଲୋ ମହାନଦୀ ପଠା ଉଛେଦ ସ୍ଥଳ ବୁଧବାର ସନ୍ଧ୍ୟାରୁ ପୋଲିସ ଛାଉଣୀରେ ପରିଣତ

କଟକ ସଦର, ୦୧/୦୯/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ବହୁଚର୍ଚ୍ଚିତ ରଟିଲୋ ମହାନଦୀ ପଠା ଜଵରଦଖଲ ଉଛେଦ ଗୁରୁବାର ହେଵ ଵୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସଵୁ ପ୍ରକାର ବ୍ୟବସ୍ଥା ସରିଥିଵା ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟାରୁ ଉକ୍ତ ଅଞ୍ଚଳକୁ ପୋଲିସ ଛାଉଣୀ କରାଯାଇଥିଵା ଦେଖିବାକୁ ମିଳିଛି।ଏଥି ସହିତ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଵା ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସୂଚନା ଦିଆଯାଇଛି। ଉକ୍ତ ଅଞ୍ଚଳକୁ ଉଚ୍ଛେଦ ସମୟରେ କେହି ନ ଆସିଵାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିବା ଵେଳେ ରାତିରେ ଓ ସକାଳେ ଆହୁରି ଅଧିକ ସଂଖ୍ୟକ ପୋଲିସ ଵଳ ପହଞ୍ଚିଵେ ଵୋଲି ଅସମର୍ଥିତ ଭାଵେ ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ଶୋକ ସମାଚାର : ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ଙ୍କ ପରଲୋକ

ଭୁବନେଶ୍ୱର,୦୭/୧୨/୨୦୨୧ (ଓଡ଼ିଶା ସମାଚାର)- ଶତାୟୁ ପୁରୁଷ,ସୁକିନ୍ଦା ଅଂଚଳର ଶିକ୍ଷାର ଆଲୋକ ବର୍ତିକା,ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ପରଲୋକ ଗମନ କରିଛନ୍ତି …

Leave a Reply

Your email address will not be published. Required fields are marked *