Sunday , March 26 2023
Breaking News
Home / ବିଶେଷ / ମୟୁର ବିଉଟୀ ସେଲୁନ ଉଦଘାଟିତ

ମୟୁର ବିଉଟୀ ସେଲୁନ ଉଦଘାଟିତ

କେନ୍ଦ୍ରାପଡ଼ା, ୩୧/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଛକ – ଗରାପୁର ଭି.ଆଇ.ପି. ରାସ୍ତାର ରଣପଡାରେ  ମୟୁର ବିଉଟୀ ସେଲୁନ ସୋମବାର ଉଦଘାଟିତ ହୋଇଯାଇଛି । କେବଳ ବାଳିକା ଓ ମହିଳାମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଏହି ସେଲୁନରେ ଅତ୍ୟାଧୁନିକ କୌଶଳରେ ସମସ୍ତ ପ୍ରକାର ନୂତନ ଡିଜାଇନର ସୁବିଧା ସେମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏହି ସେଲୁନକୁ ମାଲିକ ପରୱିନ ବାନୋଙ୍କ ଝିଅ ମାହେନୁର ସଲିମ(ଜନତ) ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହୋଟେଲ ଗ୍ରାଣ୍ଡ ମୟୁରର ମାଲିକ ମୀର ଅକ୍ତର ଅଲ୍ଲୀ, ଫୈଜିଆ ରହିମ(ଡେଜି), ଗୁଲଫଜା ପରୱିନ, ସୋହେମା ସେକ, ହେନା ବେଗମ, ୟାସ୍ମିନ ବାନୋ, ଅବଦୁଲ ସଲିମ ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.