Friday , December 3 2021
Breaking News
Home / ବିଶେଷ / ମୟୁର ବିଉଟୀ ସେଲୁନ ଉଦଘାଟିତ

ମୟୁର ବିଉଟୀ ସେଲୁନ ଉଦଘାଟିତ

କେନ୍ଦ୍ରାପଡ଼ା, ୩୧/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଛକ – ଗରାପୁର ଭି.ଆଇ.ପି. ରାସ୍ତାର ରଣପଡାରେ  ମୟୁର ବିଉଟୀ ସେଲୁନ ସୋମବାର ଉଦଘାଟିତ ହୋଇଯାଇଛି । କେବଳ ବାଳିକା ଓ ମହିଳାମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଏହି ସେଲୁନରେ ଅତ୍ୟାଧୁନିକ କୌଶଳରେ ସମସ୍ତ ପ୍ରକାର ନୂତନ ଡିଜାଇନର ସୁବିଧା ସେମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏହି ସେଲୁନକୁ ମାଲିକ ପରୱିନ ବାନୋଙ୍କ ଝିଅ ମାହେନୁର ସଲିମ(ଜନତ) ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହୋଟେଲ ଗ୍ରାଣ୍ଡ ମୟୁରର ମାଲିକ ମୀର ଅକ୍ତର ଅଲ୍ଲୀ, ଫୈଜିଆ ରହିମ(ଡେଜି), ଗୁଲଫଜା ପରୱିନ, ସୋହେମା ସେକ, ହେନା ବେଗମ, ୟାସ୍ମିନ ବାନୋ, ଅବଦୁଲ ସଲିମ ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଦାରିଙ୍ଗବାଡି ସେବାଶ୍ରମ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଇ ମାସର ଗର୍ଭବତୀ

ବାଲିଗୁଡା,୦୩/୧୨/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ଏକ ସେବାଶ୍ରମ ବିଦ୍ୟାଳୟ ର  …

Leave a Reply

Your email address will not be published. Required fields are marked *