Wednesday , December 8 2021
Home / ବିଶେଷ / କନକେଶ୍ୱରି ପୀଠରେ ଜନ୍ମାଷ୍ଟମୀ ପାଳିତ

କନକେଶ୍ୱରି ପୀଠରେ ଜନ୍ମାଷ୍ଟମୀ ପାଳିତ

କଟକ, ୩୧/୦୮/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ଉପକଣ୍ଠ କନ୍ଦରପୁର ଗ୍ରାମର ସମସ୍ତ ଶ୍ରଦ୍ଧାଳୁ,ଉପାସକ ଏକାଠି ହୋଇ ପଣ୍ଡିତ ବିଶ୍ୱରଂଜନ କରଙ୍କ ଦ୍ଵାରା ଯଥାବିଧି ପୂର୍ବକ ପୂଜା ଅର୍ଚ୍ଚନା କରାଯାଇ ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ ପର୍ବ କନକେଶ୍ୱରି ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଅମରଦୀପ୍ କ୍ଲବର ସଭାପତି ଅଜୟ ପ୍ରଧାନ,ସମ୍ପାଦକ ଦୀପକ ସାହୁ, ହେମନ୍ତ ପ୍ରଧାନ,ପ୍ରିୟରଞ୍ଜନ ରାଉତ, ଜ୍ୟୋତି ରଞ୍ଜନ ପ୍ରଧାନ,କାଳନ୍ଦୀ ସାହୁ,ଲକ୍ଷ୍ମୀଧର ପ୍ରଧାନ,ରୋଷନ ସାହୁ, ଜନ ପ୍ରତିନିଧି ପ୍ରତାପ ରାଉତ,ନିରଞ୍ଜନ ବେହେରା,ଜିତେନ୍ଦ୍ର ସାହୁ,ସରୋଜ ମିଶ୍ର,ଅଭିଜିତ ଓତା,ଶୁଭକାନ୍ତ ଓତା,ସୌମ୍ ରଞ୍ଜନ ପଟ୍ଟାୟକ ପ୍ରମୁଖ ଉପସ୍ଥିତି ରହି ପୂଜା କାର୍ୟ୍ୟରେ ସହଯୋଗ ସହ ପ୍ରସାଦ ସେବନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *