Wednesday , October 4 2023
Breaking News
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା, ୩୧/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଳି,ଡ଼େରାବିଶି ଓ ଗରଦପୁର ବ୍ଲକ୍ ରେ ଜଣେ ଲେଖା ସଂକ୍୍ରମିତ ଚିହ୍ନଟ ହୋଇଥିଲାବେଳେ କେନ୍ଦ୍ରାପଡ଼ା ବ୍ଲକ୍ ରେ ୧୦ ଜଣ , ମାର୍ଶାଘାଇ ବ୍ଲକ୍ ରେ ୨ ଜଣ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୩ ଜଣ ଓ କେନ୍ଦ୍ରାପଡ଼ା ମୁନିସିପାଲିଟିରେ ୩ ଜଣ ଏହିପରି ମୋଟ୍ ୨୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *