Tuesday , December 6 2022
Home / ବିଶେଷ / କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା

କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା

କଟକ ସଦର, ୨୯/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କନ୍ଦରପୁର କଲେଜ ଓ ଅଳକା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା କନ୍ଦରପୁର ଥାନା ସିଦ୍ଧେଶ୍ୱରପୁରର ଵାସିନ୍ଦା ସୂଦର୍ଶନ ସତପଥି ଙ୍କୁ କେହି ଜଣେ ଦୃଵୁତ ରବିବାର ସନ୍ଧ୍ୟାରେ ମାରଣାସ୍ତ୍ରରେ ଵିଭସ୍ଛ ଭାଵେ ହାଣି ନୃଶଂସ ଭାଵେ ହତ୍ୟା କରିଥିବା ଚାଞ୍ଚଲ୍ୟକର ଖଵର ଜଣାପଡିଛି।ପ୍ରକାଶ ଯେ ସୂଦର୍ଶନ ସତପଥି ଘରୁ ସ୍କୁଟି ଯୋଗେ କନ୍ଦରପୁର ଵଜାରକୁ କୈ।ଣସି କାମରେ ଯାଉଥିବା ଵେଳେ ମୁଣ୍ଡାସାହି ଗଡା ନିକଟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆତତାୟୀ ଶତପଥୀ ସାରଙ୍କୁ ନିର୍ମମ ଭାବେ ହାଣି ଘଟଣା ସ୍ଥଳରୁ ଖସି ଫେରାର ହୋଇଯାଇଥିଲା ରକ୍ତ ଜୁଡୁଵୁଡୁ ହୋଇ ମୁର୍ମୁଶୁ ଅଵସ୍ଥାରେ ରାସ୍ତାରେ ପଡ଼ିଥିବା ସୂଦର୍ଶନ ସତପଥି ଙ୍କୁ ଵଡ ମେଡିକାଲ ପଠାଯାଇଥିଵା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।କୈ।ଣସି ପୂର୍ବ ଶତୃତା ନଥିଵା ଵେଳେ ସୁଧ କାରଵାରକୁ ନେଇ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଶୁଣାଯାଉଛି।

ତେଵେ ହତ୍ୟାକାରୀ କୁ ପୋଲିସ ଚିହ୍ନଟ କରିସାରିଥିବା ବେଳେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖାନତଲାସି ଆରମ୍ଭ କରିଦେଇଥିଵା ଜଣାଯାଇଛି। ଓଡିଶା ସମାଚାର

Leave a Reply

Your email address will not be published.