Monday , December 6 2021
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ ଭୁବନ ଗସ୍ତ : ରେଙ୍ଗାଳି କେନାଲ ଓ ସୁରପ୍ରତାପପୁର,ମାର୍ଥାପୁରହାଇସ୍କୁଲ ପରିଦର୍ଶନ

ଜିଲ୍ଲାପାଳଙ୍କ ଭୁବନ ଗସ୍ତ : ରେଙ୍ଗାଳି କେନାଲ ଓ ସୁରପ୍ରତାପପୁର,ମାର୍ଥାପୁରହାଇସ୍କୁଲ ପରିଦର୍ଶନ

ଭୁବନ ୨୮/୦୮/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଦିନିକିଆ ଭୁବନ ଗସ୍ତରେ ଆସି ପ୍ରଥମେ ରେଙ୍ଗାଳି ବାମକେନାଲ (ମୁଖ୍ୟ କେନାଲ ) ଓ ପରେ ଶାଖାକେନାଲ ପରିଦର୍ଶନ କରିଥିଲେ । ପରେ ମୋସ୍କୁଲ ଅଭିଯାନରେ ସାମିଲ ହୋଇଥିବା ସୁରପ୍ରତାପପୁର ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଓ ମାର୍ଥାପୁର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତରେ ଭୁବନ ବିଡିଓ ଆଶୀର୍ବାଦ ପରିଡା ଙ୍କ ସମେତ ଜିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ସାଫଲ୍ୟମଣ୍ଡିତ ପ୍ରଧାନ ଓ ଆସିଷ୍ଟାଣ୍ଟ ଏକଜିକୁ୍ୟଟିଭ ଇଂଜିନିୟର ରବୀନ୍ଦ୍ରନାଥ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *