Sunday , March 26 2023
Breaking News
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା,୨୮/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଳି ବ୍ଲକ୍ ରେ ୨ ଜଣ ,ଡ଼େରାବିଶି ବ୍ଲକ୍ ରେ ଜଣେ ,ଗରଦପୁର ବ୍ଲକ୍ ରେ ୨ ଜଣ ,କେନ୍ଦ୍ରାପଡ଼ା ବ୍ଲକ୍ ରେ ୮ ଜଣ,ମାର୍ଶାଘାଇ ବ୍ଲକ୍ ରେ ୫ ଜଣ ,ମହାକାଳପଡ଼ା ବ୍ଲକ୍ ରେ ଜଣେ ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ଜଣେ ଓ କେନ୍ଦ୍ରାପଡ଼ା ମୁନିସିପାଲିଟିରେ ଜଣେ ଏହିପରି ମୋଟ୍ ୨୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.