Monday , December 6 2021
Breaking News
Home / ବିଶେଷ / ଇଣ୍ଟରନେସନାଲ ଅର୍ଗାନାଇଜେସନ ହ୍ୟୁମ୍ୟାନ ରାଇଟସ୍ ଆଣ୍ଡ କ୍ରାଇମ୍ କଣ୍ଟ୍ରୋଲ ପ୍ରୋଟେକସନ୍ ପକ୍ଷରୁ  ବୈଠକ

ଇଣ୍ଟରନେସନାଲ ଅର୍ଗାନାଇଜେସନ ହ୍ୟୁମ୍ୟାନ ରାଇଟସ୍ ଆଣ୍ଡ କ୍ରାଇମ୍ କଣ୍ଟ୍ରୋଲ ପ୍ରୋଟେକସନ୍ ପକ୍ଷରୁ  ବୈଠକ

କଟକ / ଭୂଵନେଶ୍ୱର ,୨୭/୦୮/୨୦୨୧(ଓଡ଼ିଶା ସମାଚାର): – ଇଣ୍ଟରନେସନାଲ ଅର୍ଗାନାଇଜେସନ ହ୍ୟୁମ୍ୟାନ ରାଇଟସ୍ ଆଣ୍ଡ କ୍ରାଇମ୍ କଣ୍ଟ୍ରୋଲ ପ୍ରୋଟେକସନ୍ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ବିଜୟ କୁମାର ତିୱାରି ଓ ବମ୍ୱେ ମହିଳା ସେଲରର ସଭାପତି କାଜିଆ ଖାନ୍ ସାଧାରଣ ସମ୍ପାଦକ ପାର୍ଥସାରଥୀ ମିଶ୍ର ଆଦିଙ୍କ ସଂଯୋଜନାରେ ଜୟଦେବ ବିହାର ଭୁନେଶ୍ଵରଠାରେ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ  ଅପରାଧ ନିୟନ୍ତ୍ରଣ କରାଯିବାକୁ ନେଇ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯିବା ଓ କିଭଲି ଜନସାଧାରଣ ନ୍ୟାୟ ପାଇପାରିବେ ତାକୁ ସମସ୍ତଙ୍କର ଦାଇତ୍ୱବୋଧ ଗୁରୁତ୍ବ ଦେଇ କାମ କରିବା ଆଦି ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ଅନୁଷ୍ଠିତ ହେଇଯାଇଛି । ରାଜ୍ୟ ସଭପତି ସନ୍ତୋଷ କୁମାର ପ୍ରଦାନ, ଉପସଭାପତି ସବ୍ୟସାଚୀ ପାଣି, ରାଜ୍ୟ ମହିଳା ସେଲ୍ ର ସଭାପତି ପ୍ରଜ୍ଞା ପ୍ରିୟଦର୍ଶୀନି, ସାଧାରଣ ସମ୍ପାଦକ ସିଦ୍ଧାର୍ଥ ମିଶ୍ର, ରାଜ୍ୟ ଇନି ଚାର୍ଜ ତାପସ ମାର୍ଥା, ମହିଳା ସେଲ୍ ର ଇନ୍ ଚାର୍ଜ ସର୍ବନୀ ଦାସଗୁପ୍ତା, କଟକର ଚିତ୍ତରଞ୍ଜନ ବରାଳ, ରାଜ୍ୟ ମହିଳା ସେଲ୍ ର ସାଧାରଣ ସମ୍ପାଦିକା ବୌଶକି ପଣ୍ଡା, ନିରୋଜା ଆଚାର୍ଯ୍ୟ, ରାଜ୍ୟ ପବ୍ଲିଶିଟି ମିନିଷ୍ଟ୍ରୀର ରାଧା ନାଥ ପଣ୍ଡା, ଓ କଟକ ଜିଲ୍ଲା ସମ୍ପାଦକ ଚକ୍ରବର୍ତ୍ତୀ ଓତା ପ୍ରମୁଖ ଉପସ୍ଥତ ଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *