Monday , March 27 2023
Breaking News
Home / ଶିକ୍ଷା / ପୋଷାକ ବୀତରଣ ଉତ୍ସବ

ପୋଷାକ ବୀତରଣ ଉତ୍ସବ

କେନ୍ଦ୍ରାପଡ଼ା,୨୬/୦୮/୨୦୨୧(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆର ବୋଧଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋଭିଡ ନିୟମ ଅନୁପାଳନ ପୂର୍ବକ ପୋଷାକ ବୀତରଣ ଉସôବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦେବଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସି.ଆର.ସି.ସି. ଅନ୍ତର୍ଯ୍ୟାମୀ ବେଜ ଓ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଅଜୟ କୁମାର ବାରିକ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବୀତରଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.