Saturday , December 10 2022
Home / ବିଶେଷ / ଯୁବ ସମାଜ ପୂଜ୍ୟପୂଜା ସହ ମହାପୁରୁଷ ମାନଙ୍କର ଜୀବନୀ ପାଠକୁ ଅଗ୍ରାଧିକାର ଦେବା ଜରୁରୀ : ସ୍ତମ୍ଭକାର ଇଂ. ପ୍ରକାଶ ଚନ୍ଦ୍ର

ଯୁବ ସମାଜ ପୂଜ୍ୟପୂଜା ସହ ମହାପୁରୁଷ ମାନଙ୍କର ଜୀବନୀ ପାଠକୁ ଅଗ୍ରାଧିକାର ଦେବା ଜରୁରୀ : ସ୍ତମ୍ଭକାର ଇଂ. ପ୍ରକାଶ ଚନ୍ଦ୍ର

କଟକ, ୨୩/୦୮/୨୦୨୧(ଓଡ଼ିଶା ସମାଚାର): – କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉଵିପ) ପକ୍ଷରୁ ବୟାଳିଶମୌଜା ଉପକଣ୍ଠ ବରାଳ ଗ୍ରାମର ତ୍ରିନାଥ ମନ୍ଦିର ପୀଠରେ ପରିଷଦର ବିଭିନ୍ନ କାର୍ଯ୍ୟସୂଚୀ ନେଇ ବୌଠକ ସହ ଅଖଣ୍ଡ ଭାରତ ମାତା ପୂଜନ,ଗ୍ରାମ ମୂରବୀ ସ୍ଥାନୀୟ ପ୍ରତିଭା ବର୍ଗଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହ ଅଶ୍ରିବାଦ ଭିକ୍ଷା ଓ ପ୍ରସାଦ ସେବା ଅନୁଷ୍ଠିତ ହୋଇଯାଇଛି । ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ପଣ୍ଡିତ ଜଗଦୀଶ ତ୍ରିପାଠୀ, ସମାଜସେବୀ ମହେଶ୍ୱର ପ୍ରଧାନ,କୃତୀ ଶିକ୍ଷକ ପୀତବାସ ବେଉରା,ସମାଜସେବୀ ବିଷ୍ଣୁ ଚରଣ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ସୁରେଶ ପ୍ରଧାନ,ବିଦ୍ୟାଧର ତ୍ରିପାଠୀ,ଅମେରେନ୍ଦ୍ର ସାହୁ,ଗଜେନ୍ଦ୍ର ବେହେରା,ଶତ୍ରୁଘନ ରାଉଳ,ଅବିନାଶ ବେହେରା,ଜ୍ଞାନରଞ୍ଜନ ବେହେରା,ପ୍ରକାଶ ହାତୀ,ସାହିଲ୍ ପ୍ରଧାନ,ଅଜିତ୍ ସେଠୀ,ସଦାନନ୍ଦ ବାରିକ,ସୌମ୍ୟରଞ୍ଜନ ବେଉରା, ଦେବୀ ପ୍ରସାଦ ପତି,ପ୍ରଭାତ ଦେବତା,ଗାନ୍ଧିଗୁରୁ ଦାସ,ପ୍ରସନ୍ନ ବେହେରା,ସାଗର ବେହେରା,ବିଜୟ ସ୍ୱାଇଁ,ପର୍ଶୁରାମ ବେହେରା ,ଅନିଲ ମହାପାତ୍ର,ଅଭିରାମ ଦଳେଇ,ଆଶୋକ ସାହୁ,ଶାନ୍ତୁନୁ ପରିଡ଼ା,ତୋଫାନ ବିଶ୍ୱାଳ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.