କଟକ, ୨୩/୦୮/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବୟାଳିଶମୌଜା ଉପକଣ୍ଠ ବରାଳ ଗ୍ରାମରେ ଥିବା ମା ନାରାୟଣୀ କ୍ଲବ ପକ୍ଷରୁ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସମାଜସେବୀ ସୁରେନ୍ଦ୍ରନାଥ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କ୍ଲବର ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଆଗାମୀ କାର୍ୟ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା । ଓଡ଼ିଶା ସମାଚାର