Wednesday , December 1 2021
Breaking News
Home / ବିଶେଷ / ଏବିଭିପି ତରଫରୁ ରକ୍ଷା ବନ୍ଧନ

ଏବିଭିପି ତରଫରୁ ରକ୍ଷା ବନ୍ଧନ

 

ଭୁବନ,୨୩/୦୮/୨୦୨୧(ଓଡ଼ିଶା ସମାଚାର)- ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନ ନଗର ଶାଖା ତରଫରୁ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି । ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ସମ୍ମୁଖ ଯୋଦ୍ଧା ଭାବେ ଭୁବନ ଥାନା ପୋଲିସ କର୍ମଚାରୀଙ୍କ ହାତରେ ରାକ୍ଷୀବାନ୍ଧି ବିଦ୍ୟାର୍ଥୀମାନେ ରକ୍ଷା ବନ୍ଧନ ପାଳିଥିଲେ । ଭୁବନ ନଗର ସଂପାଦିକା ସାଗରିକା ସାହୁ,ସହସଂପାଦକ ଜଗବନ୍ଧୁ ସାହୁ,ସିପୁନ ସାହୁ,କାହ୍ନା ସାହୁ,ଦିଲ୍ଲୀପ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବୃନ୍ଦାବନ ଦାସଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା 

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଂଚାୟତର ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ଦାସ (ବାଜିଆ)ଙ୍କ ଏକାଦଶାହ ଅବସରରେ …

Leave a Reply

Your email address will not be published. Required fields are marked *