କେନ୍ଦ୍ରାପଡ଼ା, ୨୩/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ ୧୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଳି ବ୍ଲକ୍ ରେ ଜଣେ ଚିହ୍ନଟ ହୋଇଥିବାବେଳେ ମହାକାଳପଡ଼ା ବ୍ଲକ୍ ରେ ୨ଜଣ , କେନ୍ଦ୍ରାପଡ଼ା ବ୍ଲକ୍ ରେ ୫ ଜଣ, ମାର୍ଶାଘାଇ ବ୍ଲକ୍ ରେ ଜଣେ, ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ଜଣେ ଓ କେନ୍ଦ୍ରାପଡ଼ା ମୁ୍ୟନିସିପାଲିଟିରେ ୫ ଜଣ ଏହିପରି ଜିଲାରେ ମୋଟ ୧୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର