Sunday , October 1 2023
Home / ବିଶେଷ / ରକ୍ଷାବନ୍ଧନରେ ବୃକ୍ଷକୁ ରାକ୍ଷୀ ବାନ୍ଧିଲେ ସାମ୍ବାଦିକ

ରକ୍ଷାବନ୍ଧନରେ ବୃକ୍ଷକୁ ରାକ୍ଷୀ ବାନ୍ଧିଲେ ସାମ୍ବାଦିକ

 ନିରାକାରପୁର,୨୨/୦୮/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ସହଯୋଗ ପରିବାର ଓ  କିଛି ସାମ୍ବାଦିକମାନେ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ ସମ୍ବନ୍ଧରେ ସଚେତନ କରାଇବାକୁ ସ୍ଥାନୀୟ ଜଙ୍ଗଲରେ ବୃକ୍ଷଗୁଡ଼ିକୁ ରାକ୍ଷୀବାନ୍ଧି ତାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଲଛମନ ନାୟକ, ହିମାଂଶୁ ଭୂଷଣ ଚମ୍ପତିରାୟ ,ମାନସ ଚନ୍ଦ୍ର ପଟ୍ଟନାୟକ,ଶ୍ୟାମସୁନ୍ଦର ପଟ୍ଟନାୟକ ଓ ସ୍ୱାଗତିକା ପାହାଡ଼ାସିଂହ, ସାଇଶ୍ରୀ ଅନୁରାଗ,ଦାଶରଥି ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *