କେନ୍ଦ୍ରପେଡ଼ା୨୧/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୩୧ ଜଣ ନୂଆ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଳି ବ୍ଲକ୍ ରେ ଜଣେ, ଡ଼େରାବିଶି ବ୍ଲକ୍ ରେ ୪ ଜଣ,ଗରଦପୁର ବ୍ଲକ୍ ରେ ୨ଜଣ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୯ ଜଣ, ମାର୍ଶାଘାଇ ବ୍ଲକ୍ ରେ ୬ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୨ଜଣ, ରାଜକନିକା ବ୍ଲକ୍ ରେ ୪ ଜଣ ଓ କେନ୍ଦ୍ରାପଡ଼ା ମୁନିସିପାଲିଟି ରେ ୨ ଜଣ ଏହିପରି ମୋଟ୍ ୩୧ ଜଣ ନୂଆ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର