କେନ୍ଦ୍ରାପଡ଼ା,୨୦/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଆଳି ବ୍ଲକ୍ ରେ ଜଣେ,ଡ଼େରାବିଶ ବ୍ଲକ୍ ରେ ୪ଜଣ,କେନ୍ଦ୍ରାପଡ଼ା ବ୍ଲକ୍ ରେ ୭ଜଣ,ମାର୍ଶାଘାଇ ବ୍ଲକ୍ ରେ ୨ଜଣ ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୪ଜଣ ,ରାଜକନିକା ବ୍ଲକ୍ ରେ ୪ଜଣ ,କେନ୍ଦ୍ରାପଡ଼ା ମୁନିସିପାଲିଟି ରେ ୩ ଜଣ ଏହିପରି ଜିଲାରେ ମୋଟ୍ ୨୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର