Saturday , December 10 2022
Home / ବିଶେଷ / ଵୋହୁଙ୍କୁ ନିର୍ଯ୍ୟାତନା ଦେଵା ମାମଲା : ମୁହଁ ଖୋଲିଲେ ସାଂସଦ ଭର୍ତୃହରି

ଵୋହୁଙ୍କୁ ନିର୍ଯ୍ୟାତନା ଦେଵା ମାମଲା : ମୁହଁ ଖୋଲିଲେ ସାଂସଦ ଭର୍ତୃହରି

କଟକ ସଦର , ୧୯/୦୮/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା):ଵୋହୁଙ୍କୁ ଯୈ।ତୁକ ନିର୍ଯ୍ୟାତନା ମାମଲା ହାଟରେ ପଡି ଦାଣ୍ଡରେ ଗଡଗଡଉଥିଵା ଗଣମାଧ୍ୟମରେ ଖଵର ପ୍ରକାଶ ପାଇଵା ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦରତ୍ନ ଭର୍ତୃହରି ମହତାଵ। କହିଛନ୍ତି ଵିଵାହର ୪ ଵର୍ଷ ଭିତରେ ପୁଅ ଵୋହୁ ୪ ଦିନ ଏକାଠି ରହି ନାହାନ୍ତି। ତାହା ସେମାନଙ୍କ ର ବ୍ୟକ୍ତିଗତ ଵ୍ୟାପାର। ମୋ ଜୀଵନ ଏକ ଖୋଲା ଵହି। ୪ ଵର୍ଷ ପରେ କ’ଣ ଯୈ।ତୁକ ନିର୍ଯ୍ୟାତନା କଥା ଉଠେ କି ଵୋଲି କହିଛନ୍ତି। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ପରିଵାରର ଵଡ ଭାଇ ହିସାଵରେ ସଵୁ ଜାଣିଛନ୍ତି। ନିର୍ବନ୍ଧ ଠାରୁ ରିସିପସନ୍ ପର୍ଯ୍ୟନ୍ତ ସଵୁଥିରେ ସିଏ ଯୋଗ ଦେଇଥିଲେ। ହେଲେ ଏଠାରେ ପ୍ରଶ୍ନ ହେଉଛି ପଟ୍ଟନାୟକ ପରିଵାର ଓ ମହତାବ ପରିଵାର ତ ଦୁଇଟି ପୃଥକ୍ ପରିବାର। ସେଥିରେ ନଵୀନ ପଟ୍ଟନାୟକ ମହତାଵ ପରିଵାରର ଭାଇ ହେଲେ କିପରି। ଏହା କେବଳ ଆତ୍ମ ରକ୍ଷା ପାଇଁ ନୁହେଁ କି ଵୋଲି ଚର୍ଚ୍ଚା ହେଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published.