Tuesday , December 7 2021
Home / ରାଜନୀତି / ରାଜେନ୍ଦ୍ର ପଣ୍ଡା ବିଜେପିର ନୂତନ ରାଜ୍ୟ ମୁଖପାତ୍ର

ରାଜେନ୍ଦ୍ର ପଣ୍ଡା ବିଜେପିର ନୂତନ ରାଜ୍ୟ ମୁଖପାତ୍ର

ଭୁବନେଶ୍ୱର, ୧୯/୦୮/୨୦୨୧(ଓଡ଼ିଶା ସମାଚାର)- ବିଜେପିର ନୂତନ ରାଜ୍ୟ ମୁଖପାତ୍ର ଭାବେ ଲୁଲୁ ସେନାର ଅଧ୍ୟକ୍ଷ ଯୁବ ତେନା ରାଜେନ୍ଦ୍ର ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଦିର୍ଘ ଦିନ ହେଲା ସମାଜସେବା ଓ ଦଳୀୟ ସଂଘଠନ ପାଇଁ କାର୍ଯ୍ୟକରୁଥିବାରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିପାଇଁ ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ଦଳୀୟ ସମସ୍ତ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ରମା ରଂଜନ ବଳିଆରସିଂ ଓ ଉର୍ମିଳା ମହାପାତ୍ରଙ୍କୁ ମଧ୍ୟ ମୁଖପାତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ

ନିଶ୍ଚିନ୍ତକୋଇଲି,୦୩/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ …

Leave a Reply

Your email address will not be published. Required fields are marked *