Monday , December 6 2021
Breaking News
Home / ବିଶେଷ / ଜନାର୍ଦ୍ଦନପୁର ବଢ଼େଇ ସାହି ଜଗନ୍ନାଥ ମନ୍ଦିର ରେ ପୂଜାର୍ଚନା ଓ ବ୍ରହ୍ମକମଳ ଲାଗି

ଜନାର୍ଦ୍ଦନପୁର ବଢ଼େଇ ସାହି ଜଗନ୍ନାଥ ମନ୍ଦିର ରେ ପୂଜାର୍ଚନା ଓ ବ୍ରହ୍ମକମଳ ଲାଗି

ନିଶ୍ଚିନ୍ତକୋଇଲି, ୧୯/୦୮/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନପୁର ସ୍ଥିତ ଜଗନ୍ନାଥ ମନ୍ଦିର ରେ ପୂଜାପାଉଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ର ଙ୍କ ମୂର୍ତ୍ତି ରେ ଦୁଷ୍ପ୍ରାପ୍ୟ ବ୍ରହ୍ମକମଳ ଲାଗି କରାଯାଇଛି  । ସ୍ଥାନୀୟ ଶିକ୍ଷକ ସୁବାସ ଚନ୍ଦ୍ର ବାରିକ ଙ୍କ ବାଡ଼ି ରୁ ବ୍ରହ୍ମ କମଳ କୁ ପୂଜାର୍ଚନା ସହ ଅଣାଯାଇଥିଲା  । ଏହାକୁ ଲାଗି କରାଯିବା ସମୟରେ ସଂକୀର୍ତନ ଓ ଘଣ୍ଟ, ଘଣ୍ଟା ଆଦି ବଜାଯାଇ ଭଜନ କୀର୍ତନ କରାଯାଇଥିଲା  । ଏହି କାର୍ୟ୍ୟକ୍ରମ ରେ ବାବା ପ୍ରହଲ୍ଲାଦ ମହାରଣା, ବବୁଲ ମହାରଣା, ସୁବାସ ବାରିକ, ମାନସୀ ମହାରଣା, ପ୍ରକାଶ ଚନ୍ଦ୍ର ଗାହାଣ ତଥା ଶ୍ରଦ୍ଧାଳୁ  ମାନେ ଯୋଗଦେଇଥିଲେ । ଓଡିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *