Saturday , December 10 2022
Home / ବିଶେଷ / କଳମିଶ୍ରି ପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କଳମିଶ୍ରି ପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ନିଶ୍ଚିନ୍ତକୋଇଲି, ୧୬/୦୮/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଲେଣ୍ଡୁରା ଭଗବାନ ପୁର ଲେଣ୍ଡୁରାଶୁଣୀ ଠାକୁରାଣୀ ଙ୍କ ପୀଠ ରେ କଳମିଶ୍ରି ପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପଂଚାୟତ ବିଜେଡି ସଭାପତି ପ୍ରମୋଦ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ, ଯୁବ ବିଜେଡି ସଭାପତି ବିଶ୍ୱଜିତ ପରିଡା, ସମିତି ସଭ୍ୟ ମଙ୍ଗୁଳି ଚରଣ ଲେଙ୍କା, ନୟାବ ସରପଞ୍ଚ ଯଯାତି କେଶରୀ ସାହୁ, ସରପଞ୍ଚ ଙ୍କ ପ୍ରତିନିଧି ଅବିନାଶ ମୁଦୁଲି ଙ୍କ ସମେତ ଯୁବଓ ମହିଳା ବିଜେଡି କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.