Friday , September 22 2023
Breaking News
Home / ବିଶେଷ / ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ

ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ

ସାଲେପୁର, ୧୬/୦୮/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) – ସାଲେପୁର ବ୍ଲକ ଉଦୟପୁର ତୋଟାପଡା ଠାରେ ଥିବା ସୁରେନ୍ଦ୍ର ନାଥ ବିଦ୍ୟାପୀଠ ପରିସରରେ ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି. । ସ୍କୁଲ ପରିସରରେ ବିଭିନ୍ନ କିସମ ର ଫଳ ଓ ଔଷଧୀୟ ଚାରା ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ରୋପଣ କରିଥିଲେ. ।ଏହି କାର୍ୟ୍ୟକ୍ରମ ରେ ବିକାଶ ରଞ୍ଜନ ବରାଳ, ସୁରଥ ରାଉତ, ଚନ୍ଦନ ଦାସ, ପ୍ରତିଶୃତି ବରାଳ, ହରିହର ରବୀନ୍ଦ୍ର ଦାସ, ସୁବ୍ରତ ମାଦେଳି ସ୍ୱାଇଁ, ସୂର୍ୟ୍ୟକାନ୍ତ ଦାସ, ଚନ୍ଦନ ଚୌଧୁରୀ, ପ୍ରଦୀପ ଦାସ, ସୌରଭ ଦାସ, ରଂଜିତ ସାହୁ, ସନାତନ ସେଠି, ରବୀନ୍ଦ୍ର ଦାସଓ ସୁବ୍ରତ ମାଦେଳି ପ୍ରମୁଖ ବୃକ୍ଷ ରୋପଣ ରେ ସହାୟତା କରିଥିଲେ. । ସ୍କୁଲ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ୱାଇଁ, ପ୍ରଦିତ କୁମାର ସାହୁ, ଲକ୍ଷ୍ମୀ ପ୍ରିୟା ସ୍ୱାଇଁ, ସସ୍ମିତା ପରିଡା, ଝୁନୁ ଲତା ଖଟୁଆ, ସୁରଥ ପରିଡା, ବିଲିପ୍ତା ସେଠି ପ୍ରମୁଖ କାର୍ୟ୍ୟକ୍ରମ ସଂଚାଳନ କରିଥିଲେ. । ଓଡିଶା ସମାଚାର

Leave a Reply

Your email address will not be published. Required fields are marked *