Monday , September 25 2023
Breaking News
Home / ବିଶେଷ / ସାଲେପୁର ରେ ୭୫ତମ ସ୍ବାଧୀନତା ଦିବସ ପାଳିତ

ସାଲେପୁର ରେ ୭୫ତମ ସ୍ବାଧୀନତା ଦିବସ ପାଳିତ

ସାଲେପୁର, ୧୬/୦୮/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) – ସାଲେପୁର  ବ୍ଲକ୍ ସଦର ମହକୁମା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜନହିତରେ  ସରକାର ଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ୟ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ  ।ସାଲେପୁର ଅଂଚଳ ରେ ଥିବା ମହାବିଦ୍ୟାଳୟ ଓ ବିଦ୍ୟାଳୟଗୁଡିକ  ର ସର୍ବାଙ୍ଗୀନ ଉନ୍ନତି ପାଇଁ   ସଂକଳ୍ପ ବଦ୍ଧ ବୋଲି ବିଧାୟକ ପ୍ରକାଶ କରିଥିଲେ । ଏହି ଉତ୍ସବରେ ସାଲେପୁର ତହସିଲଦାର ,ବିଡ଼ିଓ, ସାଲେପୁର ଏସଡ଼ିପିଓ  ଓ ଆଇଆଇସି ପ୍ରମୁଖ ଅଧିକାରୀ  ଯୋଗଦେଇଥିବା ବେଳେ ଚନ୍ଦ୍ରାଦେଇ ପୁର ଗ୍ରାମପଞ୍ଚାୟତ ପକ୍ଷରୁ ଇକୋ କଲଚରାଲ ସେଣ୍ଟର ଓ ଶୌଚାଳୟ କୁ ବିଧାୟକ ଶ୍ରୀ ବେହେରା ଉଦଘାଟନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *