Saturday , April 1 2023
Breaking News
Home / ବିଶେଷ / ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ବେହେରା ସମ୍ବର୍ଦ୍ଧିତ

ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ବେହେରା ସମ୍ବର୍ଦ୍ଧିତ

 କଟକ ସଦର, ୧୫/୦୮/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ଵତୀ କଳା ପରିଷଦ ପକ୍ଷରୁ ଜୀଵନ ବ୍ୟାପି ସାଧନା ପାଇଁ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରାଙ୍କୁ କନ୍ଦରପୁର କଳାଵିହାର ଠାରେ ଅଗଷ୍ଟ ୧୫ ରବିବାର ଦିନ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଛି।ଏହି ଉପଲକ୍ଷେ ପରିଷଦର ପ୍ରତିଷ୍ଠାତା ସଂପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକଙ୍କ ପୈ।ରୋହିତ୍ୟରେ ଆୟୋଜିତ କାର୍ୟ୍ୟ କ୍ରମରେ ମିଡିଆ ସଂଯୋଜକ ଇଂ ସେଵକ ଶ୍ରୀକାନ୍ତ, ଚକ୍ରବର୍ତ୍ତୀ ଓତା,ଦୟାନିଧି ପ୍ରତିଭା ଵିକାଶ ପରିଷଦର କର୍ମକର୍ତ୍ତା, ଉତ୍କଳ ବିକାଶ ପରିଷଦର କାର୍ୟ୍ୟ କର୍ତାମାନେ ଯୋଗ ଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.