Monday , December 6 2021
Breaking News
Home / ବିଶେଷ / ପାରାଦ୍ୱୀପ ଗଲ୍ଫ କ୍ଳବର ନୂତନ କର୍ମକର୍ତା  ସୋନ୍ଧି ହେଲେ ସଭାପତି 

ପାରାଦ୍ୱୀପ ଗଲ୍ଫ କ୍ଳବର ନୂତନ କର୍ମକର୍ତା  ସୋନ୍ଧି ହେଲେ ସଭାପତି 

ପାରାଦ୍ୱୀପ ୧୪/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଗଲ୍ଫ କ୍ଳବର ନୂତନ କର୍ମକର୍ତା ଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରାଦ୍ୱୀପ ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶଦାତା ଧର୍ମେନ୍ଦ୍ର ନାଥ ସୋନ୍ଧି ସଭାପତି ଭାବେ ମନୋନୀତ ହୋଇଥିବା ବେଳେ, ବନ୍ଦର ସିନିଅର ମେରାଇନ୍ ଇଂଜିନିଅର ବବଲୁ ସିକଦାର କର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଛନ୍ତି । ସେହିପରି ମେରାଇନ୍ ଇଂଜିନିଅର ମନୋଜ କୁମାର ମହନ୍ତ ସମ୍ପାଦକ, ଏସ.୍ଇ କମରସିଆଲ ର ଅକ୍ଷୟ ଚନ୍ଦ୍ର ସୁତାର ଉପସଭାପତି, ଇଂ ଦୀପକ ଷଡ଼ଙ୍ଗୀ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ଏବଂ ଡା. ଦୁର୍ଗା ପ୍ରସାଦ ସେଠୀ, ଆଇଓସିଏଲ ସିଜିଏମ୍ (ଏଚ୍ଆର) ଅରୁପ କୁମାର ଭଗବତୀ, ନିରଞ୍ଜନ ପାତ୍ର, ମନିସ ସସଭାସ, ହରିହର ଦାଶ, ଧର୍ମେନ୍ଦ୍ର ମିଶ୍ର ପ୍ରମୁଖ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *