କଟକ ସଦର ୧୪/୦୮/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉଵିପ) ପକ୍ଷରୁ ବୟାଳିଶମୌଜା ଉପକଣ୍ଠ ଦଧିବାମନପୁର ଓ କୁଳକଳପଡା ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ବେଣ୍ଟକାର ପଞ୍ଚାୟତ ଏରଞ୍ଚ ସ୍ଥିତ ପୌଢ ଆଶ୍ରମରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତେଖ୍ୟ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସେବାକାର୍ଯ୍ୟରେ ପ୍ରଭାତ ଦେବତା,ପର୍ଶୁରାମ ବେହେରା,ବିଜୟ ସ୍ୱାଈଁ,ଅନିଲ ମହାପାତ୍ର,ପ୍ରସନ୍ନ ବେହେରା,ବିରଜା ଭୁସଣ ପତି,ଦେବିପ୍ରସାଦ ପତି,ସୁଦଶ୍ରନ ଜେନା,ସ୍ମୁତି ରଞନ ଦାଶ,ଅମିତ ଦାଶ,ବିଶ୍ୱ ରଞ୍ଜନ ଦାସ,ଗାନ୍ଦୀଗୁରୁ ଦାସ,ଅଶୋକ ସାହୁ,ଶାଗର ବେହେରା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ । ଓଡ଼ିଶା ସମାଚାର