Wednesday , December 1 2021
Breaking News
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୬ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୬ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୧୪/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୬ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଳି ବ୍ଲକ୍ ରେ ଜଣେ ,ଡ଼େରାବିଶି ବ୍ଲକ୍ ରେ ୩ ଜଣ,ଗରଦପୁର ବ୍ଲକ୍ ରେ ୪ ଜଣ,କେନ୍ଦ୍ରାପଡ଼ା ବ୍ଲକ୍ ରେ ୫ ଜଣ,ମାର୍ଶାଘାଇ ବ୍ଲକ୍ ରେ ଜଣେ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୪ଜଣ,ରାଜକନିକା ବ୍ଲକ୍ ରେ ୨ ଜଣ,କେନ୍ଦ୍ରାପଡ଼ା ମୁନିସିପାଲିଟିରେ ୬ ଜଣ ଓ ଅନ୍ୟ ଜିଲାର ଜଣେ ଏହିପରି ମୋଟ୍ ୨୬ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ରୋଗୀଙ୍କୁ ଦଇବ ସାହା :ଅପହଞ୍ଚ ଇଲାକାରେ ଫାର୍ମାସିଷ୍ଟଙ୍କ ଦ୍ଵାରା ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମ ପଞ୍ଚାୟତରେ …

Leave a Reply

Your email address will not be published. Required fields are marked *