Wednesday , December 1 2021
Breaking News
Home / ବିଶେଷ / ଭାରତ ସ୍କାଉଟ ଓ ଗାଇଡ୍ସର ନୂତନ ରାଜ୍ୟ ସଭାପତି ଅତନୁ ସବ୍ୟସାଚିଙ୍କୁ ଶୁଭେଛା ଜଣାଇଲା ବିଜେଡି ଲିଗାଲ ଫ୍ରନ୍ଟ

ଭାରତ ସ୍କାଉଟ ଓ ଗାଇଡ୍ସର ନୂତନ ରାଜ୍ୟ ସଭାପତି ଅତନୁ ସବ୍ୟସାଚିଙ୍କୁ ଶୁଭେଛା ଜଣାଇଲା ବିଜେଡି ଲିଗାଲ ଫ୍ରନ୍ଟ

କେନ୍ଦ୍ରାପଡ଼ା, ୧୧/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ ଫ୍ରନ୍ଟ ପକ୍ଷରୁ ଭାରତ ସ୍କାଉଟ ଓ ଗାଇଡ୍ସର ଓଡିଶା ରାଜ୍ୟ ସଭାପତି ଭାବେ ନବ ନିର୍ବାଚିତ ପୂର୍ବତନ ମନ୍ତ୍ରୀ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛି । ରାଜ୍ୟ ବିଜେଡି ଲିଗାଲ ଫ୍ରନ୍ଟର ସଦସ୍ୟ  ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ଜିଲ୍ଲା ଓକିଲ ସଂଘର ସଭାପତି ଆଶୁତୋଷ ମହାନ୍ତି, ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଧିନ, ବରିଷ୍ଠ ଆଇନଜୀବୀ ଗଗନ ବିହାରି ଜେନା, ଭିମସେନ ଭୂୟାଁ,ଦେବଦାସ ମହାନ୍ତି, ଧିରେନ ସାହୁ, ଗୋବର୍ଦ୍ଧନ ରାଉତ, ଗୋକୁଳିରଞ୍ଜନ ଦାସ, ବ୍ରଜସୁନ୍ଦର ରାଉତ, ନିରଞ୍ଜନ ବଳ, ରମାକାନ୍ତ ସ୍ୱାଇଁ, ଅରୁଣ ପ୍ରସାଦ ଦାସ, ମନୋଜ ସାହୁ, ହିରଣ୍ୟ କୁମାର ପଣ୍ଡା, ମାନସ କୁମାର ଧଳ, ରଞ୍ଜନ କୁମାର ପଣ୍ଡା,ନିହାର ରଞ୍ଜନ ମହାପାତ୍ର, ସୁରେଶ ଚନ୍ଦ୍ର ନାୟକ, ସ୍ମୃତିରଞ୍ଜନ ସିଂ,  ଉମାକାନ୍ତ ଲେଙ୍କା,ଭିମସେନ ପ୍ରଧାନ, ମଙ୍ଗଲବରଣ ସିଂ, ଦୀନେଶ ରାଜ ସିଂ ପ୍ରମୁଖ ନବ ନିର୍ବାଚିତ ସ୍କାଉଟ ଓ ଗାଇଡସର ରାଜ୍ୟ ସଭାପତି ଶ୍ରୀ ନାୟକଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *