Saturday , December 10 2022
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ୫୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ୫୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା, ୧୧/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ୫୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଳି ବ୍ଲକ୍ ରେ ୫ ଜଣ,ଡ଼େରାବିଶି ବ୍ଲକ୍ ରେ ୧୧ ଜଣ, ଗରଦପୁର ବ୍ଲକ୍ ରେ ୨ ଜଣ,କେନ୍ଦ୍ରାପଡ଼ା ବ୍ଲକ୍ ରେ ୧୧ ଜଣ, ମହାକାଳପଡ଼ା ବ୍ଲକ୍ ରେ ୫ ଜଣ,ମାର୍ଶାଘାଇ ବ୍ଲକ୍ ରେ ୭ ଜଣ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୩ ଜଣ,ରାଜକନିକା ବ୍ଲକ୍ ରେ ଜଣେ, ରାଜନଗର ବ୍ଲକ୍ ରେ ୬ ଜଣ ଏହିପରି ମୋଟ୍ ୫୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.