Saturday , December 10 2022
Home / ବିଶେଷ / ଅନ୍ତସତ୍ୱ। ଆଦିବାସୀ ନାବାଳିକାକୁ ଛାଡି ପ୍ରତାରିତ ସ୍ୱ।ମୀ ଫେରାର, ପୋଲିସ ର ତନାଘନା

ଅନ୍ତସତ୍ୱ। ଆଦିବାସୀ ନାବାଳିକାକୁ ଛାଡି ପ୍ରତାରିତ ସ୍ୱ।ମୀ ଫେରାର, ପୋଲିସ ର ତନାଘନା

କଟକ ସଦର, ୦୮/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କନ୍ଦରପୁର ଥାନା ଆଦିବାସୀ ଵସ୍ତିର ଜନୈକା ନାବାଳିକା କୁ ପ୍ରଲୋଭିତ କରି ଫକିରପଡାର ଜନୈକ ବିବାହିତ ପୁରୁଷ ନେଇ ଵିଵାହ କରି ୮ ମାସର ଗର୍ଭବତୀ କରି ଛାଡି ଦେଇଥିଲା । ପୀଡିତା ଜଣକ ଵହୁ କଷ୍ଟରେ କଟକ ଵଡ ମେଡିକାଲରେ ଇତସ୍ତତଃ ଭାଵେ ବୁଲୁଥିବା ଵେଳେ କିଛି ସାମାଜିକ କର୍ମୀ ଙ୍କ ହାଵୁଡରେ ପଡିଥିଲେ। ସେଠାରୁ ପୀଡିତାଙ୍କୁ ସିଡଵ୍ଲ୍ୟୁସି ଜରିଆରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ୱ।ର୍ଡରେ ଭର୍ତ୍ତି କରି କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ଜଣାଇଥିଲେ। ଏ ସମ୍ପର୍କରେ ‘ଓଡିଶା ସମାଚାର’ ରେ ଶନିବାର ଖଵର ପ୍ରକାଶ ପାଇଵା ପରେ କନ୍ଦରପୁର ଥାନା ପକ୍ଷରୁ ୧୮୮/୨୦୨୧ ରେ ମାମଲା ରୁଜୁ କରାଯାଇ ଫେରାର ଥିଵା ପ୍ରତାରକ ଅଭିଯୁକ୍ତ କୁ ଧରିଵାକୁ ତନାଘନା ଆରମ୍ଭ କରିଛି। ରବିବାର ତଦନ୍ତକାରୀ ଅଧିକାରୀ ଏସ୍ ଆଇ ରାଧାକୃଷ୍ଣ ସେଠୀ ମେଡିକାଲ ଯାଇ ପୀଡ଼ିତଙ୍କ ଵୟାନ ରେକର୍ଡ କରିଥିଵା ଜଣାଯାଇଛି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ଵିଷୟ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.