Monday , March 27 2023
Breaking News
Home / ରାଜନୀତି / ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଙ୍କୁ ରେଲୁଏ ବୋର୍ଡ ପିଏସି ର ସଦଶ୍ୟ ଭାବେ ମନୋନିତ ହେବା ପରେ ନେମାଳ ମହାପୁରୁଷ ଙ୍କୁ ଦର୍ଶନ

ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଙ୍କୁ ରେଲୁଏ ବୋର୍ଡ ପିଏସି ର ସଦଶ୍ୟ ଭାବେ ମନୋନିତ ହେବା ପରେ ନେମାଳ ମହାପୁରୁଷ ଙ୍କୁ ଦର୍ଶନ

ସାଲେପୁର, ୦୭/୦୮/୨୦୨୧ (ଓଡ଼ିଶା ସମାଚାର/ଅଭୟ ଜେନା):କଟକ ସଦର ବିଜେପି ନେତା ଦିଲ୍ଲୀପ ମଲିକ  ରେଳବିଭାଗର ପାସେନଜର ଆମିନିଟିଜ କମିଟିର(ପିଏସସି)  ସର୍ବଭାରତୀୟ ସ୍ତରୟ ସଦସ୍ୟ ଭାବରେ ରେଳମନ୍ତ୍ରାଳୟ ପକ୍ଷରୁ ମନୋନୀତ କରାଯିବା ପରେ ଆଜି କଟକ ସଦର ନିର୍ବାଚନ ମଣ୍ଡଳୀ ନେମାଳ ଠାରେ ମହାପୁରୁଷ ଅଚୁତାନନ୍ଦ ଙ୍କୁ ଦର୍ଶନ କରିଛନ୍ତି ।ଏହି  ଅବସରରେ ନେମାଳ ମଣ୍ଡଳପକ୍ଷରୁ ଶ୍ରୀ ମଲ୍ଲିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏଥିରେ ମଣ୍ଡଳ ସଭାପତି ରଞ୍ଜନ ନନ୍ଦ,ନେମାଳ ସରପଞ୍ଚ ମୁକ୍ତାର ଅଲ୍ଲୀ,ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ବହୁକାର୍ୟ୍ୟ କର୍ତ୍ତା ଯୋଗ ଦେଇ ଶ୍ରୀ ମଲିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡିଶାରୁ ଏକମାତ୍ର ସଦସ୍ୟ ଭାବେ ମନୋନୀତ ହୋଇଥିବା ଶ୍ରୀ ମଲ୍ଲିକ ଏହି କମିଟିରେ ଆଗାମୀ ଦୁଇବର୍ଷ ପାଇଁ କାର୍ୟ୍ୟ କରିବେ । ଓଡ଼ିଶା ସମାଚାର

Leave a Reply

Your email address will not be published.