Monday , November 29 2021
Breaking News
Home / ବିଶେଷ / ଥୋରିଆସନ୍ଦା ଗ୍ରାମରୁ ୮ ହଜାର ଲିଟର ଦେଶୀ ମଦ ଓ ପାଉଚ ଜବତ

ଥୋରିଆସନ୍ଦା ଗ୍ରାମରୁ ୮ ହଜାର ଲିଟର ଦେଶୀ ମଦ ଓ ପାଉଚ ଜବତ

ଭୁବନ ୦୭/୦୮/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକର ପାହାଡତଳି ଉପାନ୍ତ ଅଂଚଳ ଭାବେ ପରିଚିତ ଥୋରିଆସନ୍ଦା ଗ୍ରାମରେ ସୁରପ୍ରତାପପୁର ଫାଣ୍ଡି ଓ କାମାକ୍ଷାନଗର ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଅତର୍କିତ ଚଢାଉ କରାଯାଇ ୮ ହଜାର ଲିଟର ଦେଶୀ ମଦ ଓ ପାଉଚ ମଦ ଜବତ କରାଯାଇଥିବା ଜଣାପଡିଛି । ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା,କାମାକ୍ଷାନଗର ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଏହି ଚଢାଉରେ ସାମିଲ ହୋଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *