ଭୁବନ ୦୭/୦୮/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକର ପାହାଡତଳି ଉପାନ୍ତ ଅଂଚଳ ଭାବେ ପରିଚିତ ଥୋରିଆସନ୍ଦା ଗ୍ରାମରେ ସୁରପ୍ରତାପପୁର ଫାଣ୍ଡି ଓ କାମାକ୍ଷାନଗର ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଅତର୍କିତ ଚଢାଉ କରାଯାଇ ୮ ହଜାର ଲିଟର ଦେଶୀ ମଦ ଓ ପାଉଚ ମଦ ଜବତ କରାଯାଇଥିବା ଜଣାପଡିଛି । ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା,କାମାକ୍ଷାନଗର ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଏହି ଚଢାଉରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର
