Sunday , October 1 2023
Home / ବିଶେଷ / ତାଳଦଣ୍ଡା କେନାଲରେ ଶଵ ଭାସିଵା ନିତିଦିନିଆ ଘଟଣା

ତାଳଦଣ୍ଡା କେନାଲରେ ଶଵ ଭାସିଵା ନିତିଦିନିଆ ଘଟଣା

କଟକ ସଦର, ୦୭/୦୮/୨୦୨୧ (ଓଡ଼ିଶା ସମାଚାର/ଵିଷ୍ଣୁ ଵେହେରା) – ତାଳଦଣ୍ଡା କେନାଲ ରେ ଶଵ ଭାସିଵା ଏଵେ ନିତିଦିନିଆ ଘଟଣା ହୋଇଥିଵା ଵେଳେ ମାନବିକତା ଦୃଷ୍ଟିରୁ ନା ପୋଲିସ୍ ନା ସ୍ବେଛାସେବୀ ଅନୁଷ୍ଠାନ,  ଶବକୁ ଉଦ୍ଧାର କରି କେହି ପରିଚୟ କିମ୍ବା ମୃତ୍ୟୁ ର କାରଣ ଯାଣିଵାକୁ କିମ୍ବା ଜଣାଇବାକୁ ପ୍ରୟାସ କରୁନଥିବା ପରିତାପର ବିଷୟ ହୋଇଛି ।

ପ୍ରକାଶ ଯେ ଦୁଇଦିନ ତଳେ ଗୋଟିଏ ପୁଅ ଓ ଗୋଟିଏ ଝିଅ ର ଶଵ ଭାଷି ଭାଷି ଯାଉଥିଵା ଵେଳେ ଶନିଵାର ଅପରାହ୍ନ ରେ ଜଣେ ଯୁଵକର ଶଵ ଭାସି ଯାଉଥିବା ଦେଖା ଯାଇଛି।କୈ।ଣସି ଥାନା ପକ୍ଷରୁ ଜାଣି ନଜାଣିଵା ପରି ଚୁପ୍ ରହିଵା ଜନସାଧାରଣଙ୍କୁ ବ୍ୟଥିତ କରିଛି। ପୂର୍ବରୁ ଏହିପରି ଅନେକ ଶଵ ଭାସି ଭାସି ଯାଇଥିବା ନଜିର ଅଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *