Monday , December 6 2021
Breaking News
Home / ବିଶେଷ / ତାଳଦଣ୍ଡା କେନାଲରେ ଶଵ ଭାସିଵା ନିତିଦିନିଆ ଘଟଣା

ତାଳଦଣ୍ଡା କେନାଲରେ ଶଵ ଭାସିଵା ନିତିଦିନିଆ ଘଟଣା

କଟକ ସଦର, ୦୭/୦୮/୨୦୨୧ (ଓଡ଼ିଶା ସମାଚାର/ଵିଷ୍ଣୁ ଵେହେରା) – ତାଳଦଣ୍ଡା କେନାଲ ରେ ଶଵ ଭାସିଵା ଏଵେ ନିତିଦିନିଆ ଘଟଣା ହୋଇଥିଵା ଵେଳେ ମାନବିକତା ଦୃଷ୍ଟିରୁ ନା ପୋଲିସ୍ ନା ସ୍ବେଛାସେବୀ ଅନୁଷ୍ଠାନ,  ଶବକୁ ଉଦ୍ଧାର କରି କେହି ପରିଚୟ କିମ୍ବା ମୃତ୍ୟୁ ର କାରଣ ଯାଣିଵାକୁ କିମ୍ବା ଜଣାଇବାକୁ ପ୍ରୟାସ କରୁନଥିବା ପରିତାପର ବିଷୟ ହୋଇଛି ।

ପ୍ରକାଶ ଯେ ଦୁଇଦିନ ତଳେ ଗୋଟିଏ ପୁଅ ଓ ଗୋଟିଏ ଝିଅ ର ଶଵ ଭାଷି ଭାଷି ଯାଉଥିଵା ଵେଳେ ଶନିଵାର ଅପରାହ୍ନ ରେ ଜଣେ ଯୁଵକର ଶଵ ଭାସି ଯାଉଥିବା ଦେଖା ଯାଇଛି।କୈ।ଣସି ଥାନା ପକ୍ଷରୁ ଜାଣି ନଜାଣିଵା ପରି ଚୁପ୍ ରହିଵା ଜନସାଧାରଣଙ୍କୁ ବ୍ୟଥିତ କରିଛି। ପୂର୍ବରୁ ଏହିପରି ଅନେକ ଶଵ ଭାସି ଭାସି ଯାଇଥିବା ନଜିର ଅଛି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *