Monday , December 6 2021
Breaking News
Home / ତାଜା ଖବର / କାଠଯୋଡି ନଦୀରେ ଭାସିଗଲେ ୪ ବାଳକ- ୨ ଉଦ୍ଧାର, ଉଦ୍ଧାର କାର୍ୟ୍ୟ ଜାରି

କାଠଯୋଡି ନଦୀରେ ଭାସିଗଲେ ୪ ବାଳକ- ୨ ଉଦ୍ଧାର, ଉଦ୍ଧାର କାର୍ୟ୍ୟ ଜାରି

ଭୁବନେଶ୍ୱର,୦୭/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡି ନଦୀରେ ଭାସିଗଲେ ୪ ବାଳକ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ପତ୍ତା ମିଳିନି । ବାରଙ୍ଗ ମୁଣ୍ଡୁମୁହାଣ ଗାଁ ନିକଟରେ ଏଭଳି ଅଘଟଣ ଘଟିଛି । ଖବର ପାଇ ବାରଙ୍ଗ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ୪ ଜଣ ଏକ ଘରୋଇ ସଂସ୍ଥାରେ କାମ କରନ୍ତି ।ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *