Friday , September 29 2023
Breaking News
Home / ତାଜା ଖବର / ଇକୋ କ୍ଲବ୍ ବୃକ୍ଷ ରୋପଣ 

ଇକୋ କ୍ଲବ୍ ବୃକ୍ଷ ରୋପଣ 

ଗରଦପୁର , ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସ୍ଥିତ ତଳକୁସୁମା ଗୋବିନ୍ଦପୁର ଉଚ ବିଦ୍ୟାଳୟ ପ୍ରାଙ୍ଗଣରେ ଇକୋ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମଲିକ୍ ନେତୃତ୍ୱ ନେଇଥିବାବେଳେ ମୁଖ୍ୟ ଅତିଥି ଭାବେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା , ସମ୍ମାନିତ ଅତିଥି ଭାବେ ଦ୍ୱାରିକାନାଥ ସେନାପତି ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମିର ସାମସୁଲ ହକ୍ ,ଜୟନ୍ତୀ ଶତପଥି, ବିଭୁତି ଭୁଷଣ ସଢ଼ଙ୍ଗୀ,ବିପିନ୍ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *