Tuesday , September 28 2021
Breaking News
Home / ତାଜା ଖବର / ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର)-  ଗଙ୍ଗନଗର ଅଂଚଳରେ ଘଟିଛି ଏକ ଅଭାବନୀୟଘଟଣା । ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ କୃଷ୍ଣଚନ୍ଦ୍ର ଦାସ ।   କ୍ୟାପିଟାଲ ଥାନାକୁ ନିଆଯାଇଥିଲା କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏୟାରପୋର୍ଟ ଥାନା   ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।   ତେବେ ପାରିବାରିକ କଳହ ଯୋଗୁଁ ସିକ୍ୟୁରିଟି ଗାର୍ଡ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ତାଜା ସୂଚନା : ସାଲେପୁରବ୍ଲକ  ସାତବାଟିଆ  ମହାନଦୀ ପଠା ରେ ଲାଗିଛି  ହାତୀରମୃତ ଦେହ 

ସାଲେପୁର, ୨୬/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ର ମୁଣ୍ଡୁଳି  ଠାରେ  ମହାନଦୀ ପାଣି ରେ ଫସି ରହିଥିବା …

Leave a Reply

Your email address will not be published. Required fields are marked *