Thursday , September 28 2023
Home / ବିଶେଷ / ଡ଼ାହାଳପୁର ବିଦ୍ୟାଳୟ ନିକଟରେ ବୃକ୍ଷ ରୋପଣ

ଡ଼ାହାଳପୁର ବିଦ୍ୟାଳୟ ନିକଟରେ ବୃକ୍ଷ ରୋପଣ

ଗରଦପୁର ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ନଡ଼ିଆବରେଇ ପଂଚାୟତ ଅଧିନସ୍ଥ ଡ଼ାହାଳପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପରିସରରେ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ପାଟକୁରା ପ୍ରଗତି ମଂଚ ଓ ମିତ୍ର ସଂଗଠନ ମିଳିତ ଉଦ୍ୟମରେ ପରିବେଶ ସଚେତନତା ସଭା ଓ ନଡ଼ିଆ ଗଛ ରୋପଣ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତା ସମାଜସେବୀ କେଦାରନାଥ ସାମନ୍ତରାୟ, ଆଇନଜିବୀ ହେମନ୍ତ କୁମାର ମହାପାତ୍ର, ସଂଯୋଜକ ଗୋବିନ୍ଦ ଭଗବାନ ,ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା ,ଭୁବନ ମୋହନ ଜେନା, ଗୁରୁଚରଣ ସାମଲ, ପ୍ରତାପ ପରିଡ଼ା, ମୃତ୍ୟୁଂଜୟ ଲେଙ୍କା,ବରିଷ୍ଠ ନାଗରିକ ଆଦିକନ୍ଦ ବାରିକ , ମୁରଲୀଧର ରାଉତ,ଶୁଦର୍ଶନ ମାହାଳି,ସୁରେନ୍ଦ୍ରନାଥ ବେହେରା ପ୍ରମୁଖ ଯୋଗଦେଇ ବୃଫ ରୋପଣ କରିବା ସହିତ ଜନ ସଚେତନତା ସୃଷ୍ଟି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭରତ ଚନ୍ଦ୍ର ମଲ, ସୁକାନ୍ତ ରାଉତ,ବାସୁଦେବ ମାହାଳି ପ୍ରମୁଖ କାର୍ଯ୍ୟମ୍ରକରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *