ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର)-ସାହିତ୍ୟ ପତ୍ରିକା ‘ବୋଉ’ର ସମ୍ପାଦକ, ସଂଗଠକ, କବି ସଞ୍ଜୟ କୁମାର ଚୌଧୁରୀ କରୋନା ଟୀକାର ପ୍ରଥମ ସୋପାନ ନେବା ସହିତ ସମସ୍ତଙ୍କୁ ସଚେତନ, କୋଭିଡ଼ ନିୟମ ପାଳନ କରିବା ସହିତ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିଲେ ଆମେ ଏହି ମହାମାରୀକୁ ପରାସ୍ତ କରିପାରିବା ବୋଲି ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତ ସମଗ୍ର କଟକ, ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ଅମ୍ଲଜାନ ଦୂର କରିବା ପାଇଁ ଏକହଜାର ବୃକ୍ଷରୋପଣ କରିବେ । ତାଙ୍କର ଏହି ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର
Check Also
ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ସିଆରପିଏଫ ଯବାନ
ବାଲିଗୁଡ଼ା,୨୯/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି ଭଳି ଦୁର୍ଗମ ଅଂଚଳରୁ …