Monday , November 29 2021
Breaking News
Home / ବିଶେଷ / ସଚେତନ ଓ କୋଭିଡ଼ ନିୟମ ନିହାତି ଆବଶ୍ୟକ

ସଚେତନ ଓ କୋଭିଡ଼ ନିୟମ ନିହାତି ଆବଶ୍ୟକ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର)-ସାହିତ୍ୟ ପତ୍ରିକା ‘ବୋଉ’ର ସମ୍ପାଦକ, ସଂଗଠକ, କବି ସଞ୍ଜୟ କୁମାର ଚୌଧୁରୀ କରୋନା ଟୀକାର ପ୍ରଥମ ସୋପାନ ନେବା ସହିତ ସମସ୍ତଙ୍କୁ ସଚେତନ, କୋଭିଡ଼ ନିୟମ ପାଳନ କରିବା ସହିତ  ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିଲେ ଆମେ ଏହି ମହାମାରୀକୁ ପରାସ୍ତ କରିପାରିବା ବୋଲି ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତ ସମଗ୍ର କଟକ, ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ଅମ୍ଲଜାନ ଦୂର କରିବା ପାଇଁ ଏକହଜାର ବୃକ୍ଷରୋପଣ କରିବେ । ତାଙ୍କର ଏହି ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *