ଗରଦପୁର ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅଧିନସ୍ଥ ମାନବ ସମ୍ବଳ ବିକାଶ ମହିଳା ଉଚ ମାଧ୍ୟମିକ ବିଦ୍ୟାଳୟ ଇକୋ କ୍ଲବ୍ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଆଜି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା , ସମ୍ମାନୀତ ଅତିଥି ଦ୍ୱାରିକାନାଥ ସେନାପତି , ଜିଲାପରିଷଦ ସଦସ୍ୟ ସନ୍ତାଷ ଜେନା , ପୂର୍ବତନ ସରପଂଚ ଅଶୋକ କୁମାର ଜେନା , ଶଶିଭୁଷଣ ମହାନ୍ତି ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସଚେତନ ହେବା ସହିତ ବୃକ୍ଷ ରୋପଣର ଗୁତ୍ୱାରୋପ ଉପରେ ଗକ୍ଟ୍ରରଚତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ରୀନାରାଣୀ ପଢ଼ିଆରୀ,ବିଜୟଲକ୍ଷ୍ମୀ ପଣ୍ଡା,ଅଧ୍ୟାପକ ରମାକାନ୍ତ ଗୋଛାୟତ, ପ୍ରଦରପ୍ତ ଦାସ, ସରୋଜକାନ୍ତ ପଣ୍ଡା,ସବିତା ପତି, ଭାସ୍କର ଚନ୍ଦ୍ର ମହାନ୍ତି, ରଂଜନ କୁମାର ପଣ୍ଡା, ଚନ୍ଦନ ଘଡ଼ାଇ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର