କେନ୍ଦ୍ରାପଡ଼ା,୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ୩୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଳି ବ୍ଲକ୍ ରେ ୩ ଜଣ, ଡ଼େରାବିଶ ବ୍ଲକ୍ ରେ ୭ ଜଣ,ଗରଦପୁର ବ୍ଲକ୍ ରେ ଜଣେ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୧୪ ଜଣ, ମହାକାଳପଡ଼ା ବ୍ଲକ୍ ରେ୪ ଜଣ,ମାର୍ଶାଘାଇ ବ୍ଲକ୍ ରେ ଜଣେ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୨ ଜଣ,ରାଜକନିକା ବ୍ଲକ୍ ରେ ୩ ଜଣ ଏହିପରି ମୋଟ୍ ୩୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର