Tuesday , June 6 2023
Breaking News
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ଆଉ ୪୦ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ଆଉ ୪୦ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା, ୨୯/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ଆଉ ୪୦ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଳି ବ୍ଲକ୍ ରେ ଜଣେ ଚିହ୍ନଟ ହୋଇଥିବାବେଳେ ଡ଼େରାବିଶ ବ୍ଲକ୍ ରେ ରେ ୭ ଜଣ, ଗରଦପୁର ବ୍ଲକ୍ ରେ ୪ଜଣ , କେନ୍ଦ୍ରାପଡ଼ା ବ୍ଲକ୍ ରେ ୧୦ ଜଣ, ମହାକାଳପଡ଼ା ବ୍ଲକ୍ ରେ ୫ ଜଣ, ମାର୍ଶାଘାଇ ବ୍ଲକ୍ ରେ ଜଣେ , ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୬ ଜଣ, ରାଜକନିକା ବ୍ଲକ୍ ରେ ୨ ଜଣ, ରାଜନଗର ବ୍ଲକ୍ ରେ ଜଣେ ଓ କେନ୍ଦ୍ରାପଡ଼ା ମୁନିସିପାଲିଟି ରେ ୩ ଜଣ ଏହିପରି ମୋଟ୍ ୪୦ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.