Thursday , July 7 2022
Breaking News
Home / ବିଶେଷ / ସମାଜସେବୀ ଲକ୍ଷ୍ମୀଧର ପାତ୍ରଙ୍କୁ ଏକାଦଶାହରେ ନେତାଜୀ ୟୁଥ୍ କ୍ଲବ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ସମାଜସେବୀ ଲକ୍ଷ୍ମୀଧର ପାତ୍ରଙ୍କୁ ଏକାଦଶାହରେ ନେତାଜୀ ୟୁଥ୍ କ୍ଲବ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

କଟକ,୨୮/୦୭/୨୦୨୧(ଓଡ଼ିଶା ସମାଚାର)– କଟକ ସଦର  ଉପକଣ୍ଠ କନ୍ଦରପୁର ପଞ୍ଚାୟତ ବମ୍ବୁରି ଗ୍ରାମର ବିଶିଷ୍ଟ ସମାଜସେବୀ,ଧର୍ମପରାୟଣ ବ୍ୟକ୍ତିତ୍ଵ  ଲକ୍ଷ୍ମୀଧର ପାତ୍ର(୬୧)ଙ୍କ ସ୍ମୃତିଚାରଣ ସଭା ନେତାଜୀ ୟୁଥ୍ କ୍ଲବ ପକ୍ଷରୁ  ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉମାକାନ୍ତ  ଭୂୟାଁ, ଦାସରଥି ପ୍ରସାଦ ଚୌଧୁରୀ, ସଂନ୍ତୋଷ ଭୋଇ, ପୂର୍ବତନ ସରପଂଚ ପ୍ରମୋଦ କୁମାର ରାଉତ, ଶୁଭେନ୍ଦୁ ବାରିକ, ପିୟୁଷ ରଜଂନ ପରିଡ଼ା, ଓମ୍ ପ୍ରକାଶ ପରିଡ଼ା, ଇନ୍ଦ୍ରମଣି ପାତ୍ର, ଗୋବିନ୍ଦ ସାହୁ, କଣ୍ଠଶିଳ୍ପୀ ଯୋଗେନ୍ଦ୍ର ନାଥ ଭୋଇ, ଭିକାରି ବେହେରା, ମନୋଜ ମୁଦୁଲି, ଅଲୋକ ଦିଗଦର୍ଶୀ ବିଶ୍ଵାଳ, ନିରଜଂନ ପରିଡ଼ା, ନିରଜଂନ ରାଉଳ ପ୍ରମୁଖ ଉପସ୍ଥିତି ରହି ସ୍ମୃତି ଚାରଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ତନ ମଣ୍ଡଳୀ କଳାକାର : କଳାକାର ମହଲରେ ଅସନ୍ତୋଷ

କନ୍ଧମାଳ,୦୭/୦୭/୨୨(ଓଡିଶା ସମାଚାର/)ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ  ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା …

Leave a Reply

Your email address will not be published. Required fields are marked *