Tuesday , December 7 2021
Breaking News
Home / ବିଶେଷ / ବିରୂପା ନଦୀରେ ଏକ ଅଜଣା ଲୋକର ଶବ ଭାସୁଛି

ବିରୂପା ନଦୀରେ ଏକ ଅଜଣା ଲୋକର ଶବ ଭାସୁଛି

କେନ୍ଦ୍ରାପଡ଼ା, ୨୮/୦୭/୨୦୨୧(ଓଡ଼ିଶା ସମାଚାର)- ବିରୂପାନଦୀର ଇନ୍ଦୁପୁର ଠାରେ ଏକ ଅଜଣା ଲୋକର ଶବ ଭାସୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ପକ୍ଷରୁ ଏସମ୍ପର୍କରେ ନିକିରାଇ ଥାନାକୁ ଖବର ଦିଆଯିବା ପରେ ନିକିରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସସାଳୟକୁ ପଠାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ରିପୋର୍ଟ ଲେଖାହେବା ପର୍ୟ୍ୟନ୍ତ ସେହି ଅଜଣା ଶବର କୌଣସି ପରିଚୟ ମିଲିନଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଚିଟଫଣ୍ଡ ଠକେଇ ମାମଲାରେ ଚୈଦ୍ୱ।ର ଜେଲରେ ୩ ମାସ ରହିଵା ପରେ ଆନ୍ଧ୍ରପ୍ରଦେଶର ପୂର୍ଵତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଚିଟଫଣ୍ଡ ଠକେଇ ଏକାଧିକ ମାମଲାରେ କ୍ରାଇମବ୍ରାଞ୍ଚ ଅପରିଧିକ ଶାଖା ପକ୍ଷରୁ …

Leave a Reply

Your email address will not be published. Required fields are marked *