କେନ୍ଦ୍ରାପଡ଼ା, ୨୮/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ୧୪୯ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଳି ବ୍ଲକ୍ ରେ ୫ ଜଣ, ଡ଼େରାବିଶ ବ୍ଲକ୍ ରେ ୧୭ ଜଣ, ଗରଦପୁର ବ୍ଲକ୍ ରେ ୧୧ ଜଣ,କେନ୍ଦ୍ରାପଡ଼ା ବ୍ଲକ୍ ରେ୪୦ ଜଣ, ମହାକାଳପଡ଼ା ବ୍ଲକ୍ ରେ ୧୦ ଜଣ,ମାର୍ଶାଘାଇ ବ୍ଲକ୍ ରେ ୧୪ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୧୮ ଜଣ, ରାଜକନିକା ବ୍ଲକ୍ ରେ ୧୮ ଜଣ, ରାଜନଗର ବ୍ଲକ୍ ରେ ୧୧ ଜଣ,କେନ୍ଦ୍ରାପଡ଼ା ମୁନିସିପାଲିଟି ରେ ୪ ଜଣ ଓ ଅନ୍ୟ ଜିଲାର ଜଣେ ଏହିପରି ମୋଟ୍ ୧୪୯ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର