Tuesday , September 28 2021
Breaking News
Home / ତାଜା ଖବର / କେନ୍ଦ୍ରାପଡ଼ା ରୁ ୧୪୪ ଧାରା ଉଠିଲା

କେନ୍ଦ୍ରାପଡ଼ା ରୁ ୧୪୪ ଧାରା ଉଠିଲା

କେନ୍ଦ୍ରାପଡ଼ା,୨୭/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହର ସମେତ ଯେଉଁ ପଂଚାୟତରେ ୧୪୪ ଧାରା ଜାରି କରାଯାଇଥିଲା , ସେ ସମସ୍ତ ସ୍ଥାନରୁ ଆଜି ରାତି ୧୧ ଟା ପର ଠାରୁ ୧୪୪ ଧାରା ଉଠାଇ ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଂଟରରେ ମୃତ୍ୟୁ ବରଣ କରିବା ପରେ ଶାନ୍ତି ଭଙ୍ଗ ଆଶଙ୍କାରେ କେନ୍ଦ୍ରାପଡ଼ା ଓ ଆଖ ପାଖ ୪ ଟି ପଂଚାୟତରେ ୧୪୪ ଧାରା ଜାରି କରାଯାଇଥିଲା । ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ଥିବା ରୁ ସମୀକ୍ଷା ପରେ ୧୪୪ ଧାରା ଉଠାଇ ନେବାକୁ ନିଷ୍ପତି ଗ୍ରହଣ କରାଯାଇ ରାତି ୧୧ ଟାରେ ୧୪୪ ଧାରା ଉଠାଇ ନିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ତାଜା ସୂଚନା : ସାଲେପୁରବ୍ଲକ  ସାତବାଟିଆ  ମହାନଦୀ ପଠା ରେ ଲାଗିଛି  ହାତୀରମୃତ ଦେହ 

ସାଲେପୁର, ୨୬/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ର ମୁଣ୍ଡୁଳି  ଠାରେ  ମହାନଦୀ ପାଣି ରେ ଫସି ରହିଥିବା …

Leave a Reply

Your email address will not be published. Required fields are marked *