Sunday , September 26 2021
Breaking News
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ୪୭ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ୪୭ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୨୭/୦୭/୨୦୨୧(ଓଡ଼ିଶା ସମାଚାର)- ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲାରେ ୪୭ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂଙ୍କ୍ରମିତ ଙ୍କ ମଧ୍ୟରେ ଆଳି ବ୍ଲକ୍ ରେ ଜଣେ, ଡ଼େରାବିଶ ବ୍ଲକ୍ ରେ ୫ ଜଣ, ଗରଦପୁର ବ୍ଲକ୍ ରେ ୨ ଜଣ,କେନ୍ଦ୍ରାପଡ଼ା ବ୍ଲକ୍ ରେ ୧୩ ଜଣ, ମହାକାଳପଡ଼ା ବ୍ଲକ୍ ରେ ୨ ଜଣ,ମାର୍ଶାଘାଇ ବ୍ଲକ୍ ରେ ୪ ଜଣ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୧୦ ଜଣ,ରାଜକନିକା ବ୍ଲକ୍ ରେ ୪ ଜଣ,ରାଜନଗର ବ୍ଲକ୍ ରେ ୫ ଜଣ ଓ କେନ୍ଦ୍ରାପଡ଼ା ମୁନିସପାଲିଟି ରେ ଜଣେ ଏହିପରି ମୋଟ୍ ୪୭ ଜଣ ସଂଙ୍କ୍ରମିତ ଚିହ୍ନଟ ହୋଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୬କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୨୨/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ବୁଧବାର ୬ଜଣ କରୋନା ପଜିଟିଭ ବାହାରିଥିବା  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ …

Leave a Reply

Your email address will not be published. Required fields are marked *