Monday , December 6 2021
Breaking News
Home / ତାଜା ଖବର / ତାଜା ଖବର : ପୁରୀ ଅଠାନଳା ନିକଟରେ ସିରିଜ ବୋମା ମାଡ଼ ସୂଚନା

ତାଜା ଖବର : ପୁରୀ ଅଠାନଳା ନିକଟରେ ସିରିଜ ବୋମା ମାଡ଼ ସୂଚନା

ପୁରୀ,୨୭/୦୭/୨୦୨୧(ଓଡ଼ିଶା ସମାଚାର)- ପୁରୀ ଅଠାନଳା ନିକଟରେ ସିରିଜ ବୋମା ମାଡ଼ ସୂଚନା । ବୋମା ମାଡ଼ ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ଖବର ପାଇ କୁମ୍ଭରପଡ଼ା ଥାନା ପୋଲିସ ଓ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚିଛନ୍ତି । ଏହି ବୋମା ମାଡ଼ ରେ କାହାର କିଛି କ୍ଷତି ହୋଇନାହିଁ ହେଲେ କିଏ ଓ କାହିଁକି ଏଭଳି ସିରିଜ ବୋମା ମାଡ଼ କରିଛି, ତାହା ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *