Wednesday , December 1 2021
Breaking News
Home / ବିଶେଷ / ଉତ୍କଳ ବିକାଶ ପରିଷଦର ଗୋଟିଏ ବୃକ୍ଷ ଗୋଟିଏ ଜୀବନ କାର୍ଯ୍ୟକ୍ରମରେ ସାମିଲ ହେଲା କଳପଡ଼ା ପଂଚାୟତ

ଉତ୍କଳ ବିକାଶ ପରିଷଦର ଗୋଟିଏ ବୃକ୍ଷ ଗୋଟିଏ ଜୀବନ କାର୍ଯ୍ୟକ୍ରମରେ ସାମିଲ ହେଲା କଳପଡ଼ା ପଂଚାୟତ

କଟକ ୨୭/୦୭/୨୦୨୧(ଓଡ଼ିଶା ସମାଚାର)- – କଟକ ସଦରର ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ତରଫରୁ ୪୨ ମୌଜା ଅନ୍ତର୍ଗତ କଳପଡା ପଞ୍ଚାୟତ ଟାଈଁକଣା ଗ୍ରାମର  ରାସ୍ତା ଏବଂ ମନ୍ଦିର ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶିକ୍ଷାବିତ୍ ସରୋଜ କୁମାର ନାୟକ,ଉତ୍କଳ ବିକାଶ ପରିଷଦ ବରିଷ୍ଠ ସଦସ୍ୟ ବିଜୟ କୁମାର ନାୟକ,ବାବୁନା ଦାସ,ପାପୁ ଦାସ,ମଙ୍ଗରାଜ ସେଠୀ,ଟୁକୁନା ରାଉଳ, ଅଭିନାଷ ଦାସ,ନିକୁଞ୍ଜ ଭୋଇ,ସିମନ୍ତ ସାମଲ,ସୁଜୀତ୍ ପରିଡା,ଦେବାଶିଷ ପରିଡା,ମଳୟ ମଲ୍ଲିକ, ଶରତ ରାଉଳ,ସିସନ୍ତ ପରିଡା,ଘନଶ୍ୟାମ ଭୋଇ,ଉମେଶ ଦାସ,ସୁସିଲ୍ ଭୋଇ,କୁନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରିଷଦର ଗୋଟିଏ ବୃକ୍ଷ ଗୋଟିଏ ଜୀବନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସାଧାରଣରେ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବୃନ୍ଦାବନ ଦାସଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା 

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଂଚାୟତର ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ଦାସ (ବାଜିଆ)ଙ୍କ ଏକାଦଶାହ ଅବସରରେ …

Leave a Reply

Your email address will not be published. Required fields are marked *